Thread Rating:
  • 0 Vote(s) - 0 Average
  • 1
  • 2
  • 3
  • 4
  • 5
Coastal highway progress
#4
As per https://www.facebook.com/permalink.php?s...8800645211 the coastal highway may be access restricted. It says:


Quote:ଆଗାମୀ କିଛି ବର୍ଷ ଭିତରେ ଓଡିଶା ର ପୁରୀ , ଖୋର୍ଦ୍ଧା , ଭୁବନେଶ୍ୱର , କଟକ , ଆଠଗଡ , ଢେଙ୍କାନାଳ , ପାରାଦୀପ , ଅସ୍ତରଙ୍ଗ କୁ ଯୋଡିକରି ତିନୋଟି ଆକ୍ସେସ କଣ୍ଟ୍ରୋଲଡ଼ ଗ୍ରୀନଫିଲଡ ଜାତୀୟ ରାଜପଥ ତିଆରି କରାଯିବ . ଯାହାକି କୌଣସି ପୁରୁଣା ଜାତୀୟ ରାଜପଥ କିମ୍ବା ରାଜ୍ୟ ରାସ୍ତା କୁ ଉପଯୋଗ କରିବ ନାହିଁ , ସମ୍ପୂର୍ଣ ନୂଆ ରାସ୍ତା ହବ . ଏହି ନୂଆ ଜାତୀୟ ରାଜପଥ ଗୁଡିକ ହେଲା - କ୍ୟାପିଟାଲ ରିଜିଅନ ରିଂ ରୋଡ଼ (ରାମେଶ୍ୱର - ଗୋବିନ୍ଦପୁର - କଟକ ଟାଙ୍ଗି ) , କୋଷ୍ଟାଲ ହାଇୱେ ( ବଡ଼ପୋଖରିଆ-ପୁରୀ-ପାରାଦୀପ-ଦିଘା ) ଏବଂ କଟକ ଟାଙ୍ଗି - କନ୍ଦରପୁର - ପାରାଦୀପ ଇକୋନୋମିକ କରିଡର . ଏହା ହେଲେ ଓଡିଶା ର କୋଷ୍ଟାଲ ବେଲ୍ଟ ରେ ଗୋଟିଏ ରିଂ ହେଲା ଭଳି ଜାତୀୟ ରାଜପଥ ସଦୃଶ୍ୟ ମାନ ହବ . ଯାହାକି ଓଡିଶା ର ଉପକୂଳ ଅଂଚଳ ରେ ଲଜିସ୍ଟିକ କ୍ଷେତ୍ର ରେ ବିପ୍ଳବ ଆଣି ପାରିବ . ଏଥି ମଧ୍ୟ ରୁ କ୍ୟାପିଟାଲ ରିଜିଅନ ରିଂ ରୋଡ଼ ର ଟେଣ୍ଡର ହୋଇ ସାରିଥିଲା ବେଳେ , କୋଷ୍ଟାଲ ହାଇୱେ ର ଡିପିଆର କୁ ପରିବର୍ତ୍ତନ କରାଯାଉଛି ( ଆକ୍ସେସ କଣ୍ଟ୍ରୋଲଡ଼ ରେ ରୂପାନ୍ତରିତ କର ଯାଉଛି ) ଏବଂ କଟକ-ପାରାଦୀପ ଇକୋନୋମିକ କରିଡର ଟି ଜମି ଅଧିଗ୍ରହଣ ପର୍ଜ୍ୟାୟ ରେ ରହି ଅଛି
Reply


Messages In This Thread
Coastal highway progress - by Chitta - 08-29-2023, 01:33 AM
RE: Coastal highway progress - by Chitta - 07-15-2024, 03:21 AM
RE: Coastal highway progress - by Chitta - 07-17-2024, 03:40 AM
RE: Coastal highway progress - by Chitta - 11-29-2024, 09:41 PM
RE: Coastal highway progress - by Chitta - 12-06-2024, 03:58 PM
RE: Coastal highway progress - by Chitta - 12-31-2024, 11:54 AM
RE: Coastal highway progress - by Chitta - 01-21-2025, 03:33 PM

Forum Jump:


Users browsing this thread: 2 Guest(s)