Thread Rating:
  • 0 Vote(s) - 0 Average
  • 1
  • 2
  • 3
  • 4
  • 5
Completed: Angul-Sukinda line
#3
Feb 21, 2023. Following is from https://argusnews.in/article/odisha/the-...da-railway


Quote:ଅନୁଗୋଳ-ସୁକିନ୍ଦା ରେଳପଥରେ ପରୀକ୍ଷାମୂଳକ ଭାବେ ଚାଲିଲା ପାସେଞ୍ଜେର ଟ୍ରେନ୍‌

ଆଜିଦିବା୧୨ସମୟରେ ଇଷ୍ଟକୋଷ୍ଟ ରେଳ ବିକାଶ ନିଗମର ନିର୍ବାହୀ ନିର୍ଦ୍ଦେଶକ ସରୋଜ କୁମାର ପାତ୍ର ପତାକା ହଲାଇ ବୁଢ଼ାପଙ୍ଗ ଷ୍ଟେସନ ଠାରେ ଶୁଭାରମ୍ଭ କରିଥିଲେ। ... କାମାକ୍ଷାନଗର ଦାୟିତ୍ଵରେଥିବା ରେଳ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି, ସିଗନାଲ ଗୃହ ପରିଦର୍ଶନ ରେଳ ଧାରଣା ନିରୀକ୍ଷଣ, ବିଦ୍ୟୁତ ସଂଯୋଗ କାର୍ଯ୍ୟ ପରିଦର୍ଶନ କରି ସେହି ଟ୍ରେନରେ ବାଘୁଆ ପାଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ। କାମାକ୍ଷାନଗର ଅଞ୍ଚଳରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଖୁସି ହୋଇଛନ୍ତି।
Reply


Messages In This Thread
Completed: Angul-Sukinda line - by Chitta - 05-20-2021, 01:19 PM
RE: Angul-Sukinda line - by Chitta - 02-22-2023, 03:40 PM
RE: Angul-Sukinda line - by Chitta - 02-22-2023, 03:43 PM
RE: Angul-Sukinda line - by Chitta - 06-13-2023, 08:17 PM

Forum Jump:


Users browsing this thread: 1 Guest(s)